ସମବାୟ ମନ୍ତ୍ରଣାଳୟ ଅଧିନରେ ଇଣ୍ଡିଆନ ପୋଟାସ ଲିମିଟେଡ (IPL) ଦ୍ୱାରା ନୟାଗଡ଼ରେ ନୂତନ ଚିନି କାରଖାନା ସ୍ଥାପନ କରାଯିବ । ଘୋଷଣା ପରେ ଅଞ୍ଚଳବାସୀ ବେଶ୍ ଉତ୍ସାହିତ ଅଛନ୍ତି ।