Surprise Me!

Rain Alert: ଆହୁରି 5 ଦିନ ପ୍ରବଳ ବଜ୍ରପାତ ସତର୍କତା, ହାଲୁକା ବର୍ଷା ସହ ବହିବ ଝଡ଼ି ପବନ

2026-03-22 2 Dailymotion

ଆଗାମୀ 5ରୁ 6 ଦିନ ଯାଏଁ ଓଡ଼ିଶାରେ ବର୍ଷା ସାଙ୍ଗକୁ ବିଜୁଳି ଘଡ଼ଘଡ଼ି ଓ ଝଡି ପବନ ବହିବା ନେଇ ପାଣିପାଗ ବିଭାଗ ପୂର୍ବନୁମାନ କରିଛି ।
ରିପୋର୍ଟ: ଦେବସ୍ମିତା ରାଉତ