ନବରାତ୍ରି ଅବସରରେ ସୋସିଆଲ ମିଡିଆରେ କଣ୍ଠଶିଳ୍ପୀ ଦୀପ୍ତି ରେଖାଙ୍କ ଦୁର୍ଗତିନାଶିନୀ ଗୀତ ସେୟାର କଲେ ପ୍ରଧାନମନ୍ତ୍ରୀ ମୋଦି । ଧନ୍ୟବାଦ ସହ ମୋ ଜୀବନର ସବୁଠୁ ସ୍ମରଣୀୟ ଦିନ କହିଲେ ଦୀପ୍ତି ।