Surprise Me!

ତାପମାତ୍ରା ବଢିବା ସହ ଅସହ୍ୟ ହେଲାଣି ଗରମ; ପୁଣି ୨୭ରୁ ରାଜ୍ୟରେ ବର୍ଷା ସମ୍ଭାବନା

2026-03-23 0 Dailymotion

ତାପମାତ୍ରା ବଢିବା ସହ ଗରମ ଅନୁଭୂତି ହେଉଥିବା ବେଳେ ପୁଣି ୨୭ରୁ ରାଜ୍ୟରେ ବର୍ଷା ସମ୍ଭାବନା ରହିଛି । ମୟୁରଭଞ୍ଜ, କେଉଁଝର, ବାଲେଶ୍ୱର, ଗଞ୍ଜାମ ଓ ଗଜପତି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଙ୍ଗ ଜାରି କରାଯାଇଛି।