ବିଶ୍ୱ ପାଣିପାଗ ଦିବସ ପାଳିଲା ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଚଳିତ ବର୍ଷର ଥିମ୍ ‘ଆଜିର ପର୍ଯ୍ୟବେକ୍ଷଣ କାଲିର ସୁରକ୍ଷା ।’ କେନ୍ଦ୍ର ବୁଲିଲେ ଛାତ୍ରଛାତ୍ରୀ ।