Surprise Me!

ମଞ୍ଜୁଲତାଙ୍କୁ ପରିଚୟ ଦେଲା ଗୋବର କଣ୍ଢେଇ: ଗାଁରୁ ବିଦେଶ ସବୁଠି ଆଦର, ତାଲିମ୍ ନେଉଛନ୍ତି ବିଦେଶୀ

2026-03-23 82 Dailymotion

ଗ୍ରାମାଞ୍ଚଳରୁ ଗୋବର କଣ୍ଢେଇ କଳା ଲୋପ ପାଇବାକୁ ବସିଥିବାବେଳେ ମଞ୍ଜୁଲତା ଏହାକୁ ଉଜ୍ଜୀବିତ ରଖିବା ପାଇଁ ପ୍ରାଣ ପଣେ ଚେଷ୍ଟା ଜାରି ରଖିଛନ୍ତି । ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡାଙ୍କ ରିପୋର୍ଟ ।