ଭୁବନେଶ୍ୱରରେ ମଧ୍ୟ ଯକ୍ଷ୍ମା ସ୍ଥିତି ସଙ୍ଗୀନ । ପ୍ରତିବର୍ଷ ରୋଗୀ ସଂଖ୍ୟା ୪ ହଜାର ରହୁଛି । ଏପଟେ ଫୋକସରେ ସହରାଞ୍ଚଳର ବସ୍ତି । ପଢନ୍ତୁ ବିକାଶ କୁମାର ଦାସଙ୍କ ରିପୋର୍ଟ ।