Surprise Me!

ଗ୍ୟାସ ସଙ୍କଟର ପ୍ରଭାବରୁ ଏବେ ଆହାର କେନ୍ଦ୍ର ଗୁଡ଼ିକରେ ଅସମ୍ଭାଳ ଭିଡ, ସମୟ ଆଗରୁ ସରିଯାଉଛି ଭୋଜନ, ଓପାସରେ ଫେରୁଛନ୍ତି ଲୋକ !

2026-03-24 2 Dailymotion

ଏଲପିଜି ଗ୍ୟାସ ସଙ୍କଟ ଯୋଗୁଁ ଆହାର କେନ୍ଦ୍ରରେ ଅସମ୍ଭାଳ ଭିଡ । ଖାଦ୍ୟ ନପାଇ ଓପାସରେ ଫେରୁଛନ୍ତି ଲୋକେ । ସତ୍ୟଜିତ୍‌ ରାଉତଙ୍କ ରିପୋର୍ଟ ।