କଂଗ୍ରେସ ପକ୍ଷରୁ ବନ୍ଦ ପାଳନ କରାଯାଉଛି । ମାଲାକାନଗିରିରେ ଯୋଗାଯୋଗ ବାଧାପ୍ରାପ୍ତ । ଦୋକାନ ବଜାର ବନ୍ଦ । ଜିଲ୍ଲା କଂଗ୍ରେସ କହିଲା ପୂର୍ବରୁ ସମସ୍ୟା ଜଣାଇଥିଲୁ ସମାଧାନ ହେଲାନି ।