Surprise Me!

ବିଜେଡି ବହୁଡ଼ିଲେ ରଘୁନାଥ ଓ ଜୀବନ ପ୍ରଦୀପ; ସ୍ୱାଗତ କଲେ ନବୀନ

2026-03-26 22 Dailymotion

ବାଲେଶ୍ଵରର ୮ଟି ବିଧାନସଭା ନିର୍ବାଚନ ମଣ୍ଡଳୀ ସହ ବଡ଼ସାହିରେ ବିଜେଡିକୁ ଆହୁରି ଶକ୍ତିଶାଳୀ କରିବେ କହିଲେ ଦୁଇ ନେତା । ପଢନ୍ତୁ ଭବାନୀ ଶଙ୍କର ଦାସଙ୍କ ରିପୋର୍ଟ ।