Surprise Me!

ପଡ଼ିଆରୁ ପୋଡିୟମ୍: ପ୍ରଥମ ଜାତୀୟ ଇଣ୍ଡୋର ଚାମ୍ପିଅନସିପରେ ବାଜି ମାରିଲେ ଓଡ଼ିଆ ଆଥଲେଟ୍, ଜିତିଲେ ୧୪ ପଦକ

2026-03-26 0 Dailymotion

ରାଜଧାନୀର ଇଣ୍ଡୋର ଷ୍ଟାଡିୟମରେ ଦୁଇ ଦିନ ଧରି ଚାଲିଥିବା ପ୍ରଥମ ଜାତୀୟ ଇଣ୍ଡୋର ଦୌଡ଼କୁଦ (ଆଥଲେଟିକ୍ସ) ପ୍ରତିଯୋଗିତା ଅତି ସଫଳତାର ସହ ଶେଷ ହୋଇଛି। ରିପୋର୍ଟ: ମନୋରଞ୍ଜନ ଶଙ୍ଖୁଆ