ସମ୍ବଲପୁରରେ ମଣିଷ ଓ ମହୁମାଛିର ଅଦ୍ଭୁତ ବନ୍ଧୁତା; ୩ ମାସ ଧରି ଦୋକାନ ଭିତରେ ବିଶାଳ ମହୁଫେଣା, ପାଲଟିଛି ଆକର୍ଷଣର କେନ୍ଦ୍ରବିନ୍ଦୁ । ସମ୍ବଲପୁରରୁ ବାଦସାହ ଜୁସ୍ମନ ରାଣାଙ୍କ ରିପୋର୍ଟ