ପୁରୀକୁ ଆସି ମହାପ୍ରଭୁଙ୍କ ଦର୍ଶନ କରିବା ସୁଯୋଗ ମିଳିଥିବାରୁ ନିଜକୁ ଭାଗ୍ୟବାନ ମନେ କରୁଛି ବୋଲି ଭାରତୀୟ ସ୍ଥଳ ସେନାମୁଖ୍ୟ କହିଛନ୍ତି । ରିପୋର୍ଟ : ଶକ୍ତି ପ୍ରସାଦ ମିଶ୍ର