ରାମନବମୀ ଶୋଭାଯାତ୍ରାରେ ବିନା ହେଲମେଟରେ ମୋଟରସାଇକେଲ ଚଲାଇବାକୁ ନେଇ ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗଙ୍କ ବହିଷ୍କାର ଦାବି କରିଛି ବିଜେଡି ।ରିପୋର୍ଟ: ଭବାନୀ ଶଙ୍କର ଦାସ