2022ରୁ ହୀରାକୁଦ ଜଳଭଣ୍ଡାରରେ ପଞ୍ଜୁରୀରେ ମାଛ ଚାଷ କରୁଛନ୍ତି ସୁଜାତା । ରାଜ୍ୟ ବାହାରକୁ ପଠାଉଛନ୍ତି ମାଛ । ବାର୍ଷିକ ରୋଜଗାର 6ରୁ 7 ଲକ୍ଷ । ବାଦଶାହ ଜୁସ୍ମନ ରାଣାଙ୍କ ରିପୋର୍ଟ