Surprise Me!

ହୋଟେଲ ବୟରୁ ରୁପେଲି ପରଦା ! କେମିତି ଥିଲା ଗଞ୍ଜାମର ଚନ୍ଦୁ ନାୟକଙ୍କ ସଂଘର୍ଷ ଯାତ୍ରା

2026-03-30 507 Dailymotion

ଅଷ୍ଟମ ଶ୍ରେଣୀରେ ପାଠପଢା ଛାଡି କେରଳରେ କରୁଥଲେ ହୋଟେଲ କାମ । ସୋସିଆଲ ମିଡିଆ ଅଡିସନ୍ ଆଣିଦେଲା ଟର୍ଣ୍ଣିଙ୍ଗ ପଏଣ୍ଟ୍, ଆଜି କଳା ଜଗତରେ ଚର୍ଚ୍ଚିତ ଚେହେରା... ସ୍ୱତନ୍ତ୍ର ରିପୋର୍ଟ- ସମୀର କୁମାର ଆଚାର୍ଯ୍ୟ