Surprise Me!

ବିରୋଧୀଙ୍କ ଦାବି ୭ ଦିନ; ଆଉ ଦୁଇ ଦିନ ବଢିବ ଧାନ ସଂଗ୍ରହ ସମୟସୀମା- ଯୋଗାଣ ମନ୍ତ୍ରୀ

2026-03-30 2 Dailymotion

ଚାଷୀଙ୍କ ଧାନ ସଂଗ୍ରହ ସମୟସୀମା ଆସନ୍ତାକାଲି ଶେଷ ହେବ । ଆବଶ୍ୟକ ପଡ଼ିଲେ ଆଉ ଦୁଇ ଦିନ ତାରିଖ ବଢ଼ିପାରେ କହିଲେ ଯୋଗାଣ ମନ୍ତ୍ରୀ । ରିପୋର୍ଟ- ଭବାନୀ ଶଙ୍କର ଦାସ