ଯୁଦ୍ଧ ସ୍ଥିତିରେ ଭୁବନେଶ୍ୱରରୁ ସିଙ୍ଗାପୁରକୁ ଅନ୍ତର୍ଜାତୀୟ ବିମାନସେବା ବନ୍ଦ ହୋଇଛି । ତେବେ ନୂଆ ସ୍ଥାନକୁ ଉଡ଼ାଣ ନେଇ ରାଜ୍ୟ ସରକାର ଯୋଜନା କରୁଛନ୍ତି । ରିପୋର୍ଟ- ବିକାଶ କୁମାର ଦାସ