ଗଞ୍ଜାମର ପାରମ୍ପରିକ ଦଣ଼୍ଡନାଚକୁ ନେଇ ଆସୁଛି ଆଉ ଏକ ଓଡ଼ିଆ ଫିଲ୍ମ 'ଦଣ୍ଡକାଳୀ' । ଯାହାର ପୋଷ୍ଟର ରିଲିଜ କରି ଫିଲ୍ମ ଘୋଷଣା ହୋଇଛି । ଫିଲ୍ମ ବିଷୟରେ ଅଧିକ ବିବରଣୀ ଜାଣନ୍ତୁ..