Surprise Me!

ନୟାଗଡ଼ ବୃତ୍ତଙ୍ଗ ଜଳସେଚନ ପ୍ରକଳ୍ପକୁ କେନ୍ଦ୍ରର ମଞ୍ଜୁରୀ: ନିର୍ମାଣ ପାଇଁ ଖୁବଶୀଘ୍ର ହେବ ଟେଣ୍ଡର

2026-04-02 8 Dailymotion

ପ୍ରକଳ୍ପ ହେଲେ ନୟାଗଡ଼ ଜିଲ୍ଲାର ଦଶପଲ୍ଲା ବ୍ଲକ ସମେତ ନୂଆଗାଁ, ଖଣ୍ଡପଡ଼ା ଓ ଓଡ଼ଗାଁ ଆଦି ବ୍ଲକର ଚାଷ ଜମିରେ ପାଣି ମାଡ଼ିବ । ରିପୋର୍ଟ- ବିଶ୍ବ ଭୂଷଣ ମହାପାତ୍ର ।