ରାଜଧାନୀରେ ଯୁବ କଂଗ୍ରେସର ଶକ୍ତି ପ୍ରଦର୍ଶନ: SCB ଘଟଣାରେ ସ୍ବାସ୍ଥ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବି, ଧସ୍ତାଧସ୍ତି ପରିସ୍ଥିତି
2026-04-02 4 Dailymotion
ଭୁବନେଶ୍ବରରେ ଯୁବ କ୍ରାନ୍ତି ସମାବେଶ ଅନୁଷ୍ଠିତ । ଶତାଧିକ କଂଗ୍ରେସ କର୍ମୀ ବିଧାନସଭା ଘେରାଉ କରିବାକୁ ଉଦ୍ୟମ କରିଥିଲେ । ରିପୋର୍ଟ: ସଞ୍ଜୀବ କୁମାର ରାୟ