ଇଣ୍ଟର ଷ୍ଟେଟ ଲୁଟ ଗ୍ୟାଙ୍ଗର ଜଣେ ବଡ ହାଇପ୍ରୋଫାଇଲ କ୍ରିମିନାଲ ହେଉଛି ରାଜା। କେବଳ ଓଡିଶା ନୁହେଁ ବରଂ ସାରା ଭାରତରେ ଥିଲା ତାର ଟାର୍ଗେଟ। ରିପୋର୍ଟ-ନାରାୟଣ ସାହୁ