ଶିଶୁବାଟିକାରେ ମିଶିବ ଅଙ୍ଗନବାଡ଼ି । ପର୍ଯ୍ୟାୟକ୍ରମେ ଅଙ୍ଗନବାଡ଼ି ମିଶିବ । ପ୍ରାଥମିକ ଶିକ୍ଷାକୁ ଦୃଢ଼ କରିବାକୁ ପ୍ରତି ଗାଁରେ ମଡେଲ୍ ସ୍କୁଲ୍ ହେବ ବୋଲି ନିଷ୍ପତି ନେଇଛନ୍ତି ମୁଖ୍ୟମନ୍ତ୍ରୀ । ରିପୋର୍ଟ-ବିକାଶ କୁମାର ଦାସ