ମାଗୁଣି ସାର ପ୍ରମାଣ କରିଛନ୍ତି, ଶିକ୍ଷକ କେବେ ଅବସର ନିଅନ୍ତି ନାହିଁ, କେବଳ କର୍ମକ୍ଷେତ୍ର ବଦଳାନ୍ତି। ଆଜି ପାଟସୁନ୍ଦରପୁରର ପ୍ରତିଟି ଶୋଷିଲା କଣ୍ଠ ତାଙ୍କୁ କୃତଜ୍ଞତା ଜଣାଉଛି।ରିପୋର୍ଟ-ବିରଞ୍ଜନ ମଲ୍ଲିକ