Surprise Me!

ସିଭିଲ୍ ସର୍ଭିସ ଆଶାୟୀ ପରୀକ୍ଷାର୍ଥୀଙ୍କ ପାଇଁ ଖୁସି ଖବର, ବର୍ଷେ ମିଳିବ ମାଗଣା ପ୍ରଶିକ୍ଷଣ

2026-04-05 6 Dailymotion

ବ୍ରହ୍ମପୁରରେ ଉଦଘାଟିତ ହେଲା ଗଞ୍ଜାମ ଲକ୍ଷ୍ୟ ନିକେତନ ପ୍ରଶିକ୍ଷଣ କେନ୍ଦ୍ର। ୭୦ ଜଣ ସିଭିଲ୍ ସର୍ଭିସ ଆଶାୟୀ ପରୀକ୍ଷାର୍ଥୀଙ୍କୁ ବର୍ଷେ ଯାଏଁ ଦିଆଯିବ ମାଗଣା ପ୍ରଶିକ୍ଷଣ । ରିପୋର୍ଟ- ସମୀର କୁମାର ଆଚାର୍ଯ୍ୟ