Surprise Me!

ଦୁର୍ଦ୍ଦିନରେ ବିତୁଛି 3 ଭିନ୍ନକ୍ଷମ ଭାଇ-ଭଉଣୀଙ୍କ ଜୀବନ, ସାତ ସପନ ପାଲଟିଛି ସରକାରୀ ଯୋଜନା

2026-04-05 84 Dailymotion

ପରିବାରର 3 ଜଣ ସଦସ୍ଯ ଶତ ପ୍ରତିଶତ ଭିନ୍ନକ୍ଷମ ଥିବା ସତ୍ତ୍ବେ ସରକାରୀ ସହାୟତା ମିଳିପାରିନାହିଁ । ପରିବାର ପ୍ରତିପୋଷଣ କରିବା କାଠିକର ପାଠ ହେଉଛି । ରିପୋର୍ଟ: ଗୋବିନ୍ଦ ଚନ୍ଦ୍ର ପଣ୍ଡା