Surprise Me!

କଟକ ବସ ଟର୍ମିନାଲ ସ୍ଥାନାନ୍ତର ଦାବି କଲେ ସାଂସଦ ଭର୍ତ୍ତୃହରି ମହତାବ, ଏଥିସହ SCB କ୍ୟାମ୍ପସ୍ ଓ ଚଣ୍ଡୀ ମନ୍ଦିର କାର୍ଯ୍ୟରେ ବିଳମ୍ବ ନେଇ ଝାଡ଼ିଲେ ଅସନ୍ତୋଷ

2026-04-06 1 Dailymotion

ଏକାଧିକ ଯୋଜନାରେ ସମନ୍ୱୟ ଅଭାବ ନେଇ ପ୍ରଶ୍ନ ଉଠାଇଛନ୍ତି କଟକ ସାଂସଦ ଭର୍ତ୍ତୃହରି ମହତାବ । ମେଟ୍ରୋ ପ୍ରକଳ୍ପକୁ ସମର୍ଥନ କରି ସରକାର ପୁନର୍ବିଚାର କରିବାକୁ ଅନୁରୋଧ । ରିପୋର୍ଟ- ନାରାୟଣ ସାହୁ