Surprise Me!

ଭୁବନେଶ୍ୱରରେ ଉଦଘାଟିତ ହେଲା ରଗ୍‌ବୀର ଜାତୀୟ ସ୍ତରୀୟ ପ୍ରତିଯୋଗିତା: ୧୫ଟି ରାଜ୍ୟର ୪୬୦ ଖେଳାଳି ସାମିଲ

2026-04-06 2 Dailymotion

ରଗବୀ ଚାମ୍ପିଅନସିପରେ ଓଡ଼ିଶା ସମେତ ଆନ୍ଧ୍ରପ୍ରଦେଶ, ବିହାର, ଛତିଶଗଡ଼, ଦିଲ୍ଲୀ, ଗୁଜୁରାଟ, ମହାରାଷ୍ଟ୍ର ଓ ରାଜସ୍ଥାନ ଭଳି ୧୫ଟି ରାଜ୍ୟର ପ୍ରାୟ ୪୬୦ ଜଣ ଖେଳାଳି ସାମିଲ ହୋଇଛନ୍ତି। ରିପୋର୍ଟ: ମନୋରଞ୍ଜନ ଶଙ୍ଖୁଆ