ମୋଟ୍ ୮୨୨ ଜଣଙ୍କୁ ନିଯୁକ୍ତି ମିଳିଥିଲେ ମଧ୍ୟ ଆହୁରି ୧୦୧୮ ଜଣଙ୍କୁ ନିଯୁକ୍ତି ପତ୍ର ମିଳି ପାରିନାହିଁ ବୋଲି ଅଭିଯୋଗ କରିଛନ୍ତି ଆନ୍ଦୋଳନକାରୀ ଡାକ୍ତର । ରିପୋର୍ଟ ନାରାୟଣ ସାହୁ