ବନ୍ୟପ୍ରାଣୀଙ୍କ ପାଇଁ ଏବେ ଅସୁରକ୍ଷିତ ହୋଇପଡିଛି ପୁରୀ ବାଲୁଖଣ୍ଡ ଅଭୟାରଣ୍ୟ । ତାଳବଣିଆ ଏବଂ ଭୂଦାନ ଅଞ୍ଚଳରେ ପଡୁଥିବା ପଲିଥିନ ଏବେ ହରିଣଙ୍କ ମୃତ୍ୟୁର କାରଣ ସାଜୁଛି । ରିପୋର୍ଟ: ଶକ୍ତିପ୍ରସାଦ ମିଶ୍ର