ବଜାରରେ ମିଳୁଥିବା ଫଳକୁ ଶୀଘ୍ର ପଚେଇବା ପାଇଁ ଏବଂ ପନିପରିବାକୁ ସତେଜ ରଖିବା ପାଇଁ ଫର୍ମାଲିନ୍, କ୍ୟାଲସିୟମ୍ କାର୍ବାଇଡ୍ ଭଳି ବିଷାକ୍ତ ରାସାୟନିକ ପଦାର୍ଥ ବ୍ୟବହାର କରାଯାଉଛି ରିପୋର୍ଟ-ବିକାଶ କୁମାର ଦାସ