ଏୟାରଫିଲ୍ଡ ଥାନା ଅନ୍ତର୍ଗତ ସ୍ୱସ୍ତିକ ନଗର ଲେନ-୪ରେ ଘଟିଛି ଏହି ହତ୍ୟାକାଣ୍ଡ । ଅଭିଯୁକ୍ତ ରୋଗାଗ୍ରସ୍ତ କାରଣରୁ ଚିନ୍ତାରେ ଥିଲେ ବୋଲି ପୋଲିସ କହିଛି । ରିପୋର୍ଟ: ସତ୍ୟଜିତ ରାଉତ