Surprise Me!

ଓଡ଼ିଆ ସିନେମାରେ ଉତ୍କଳୀୟ ପରମ୍ପରାର ଝଲକ, ଆସ୍ଥା ବିଶ୍ୱାସର କାହାଣୀ କହିବ 'ପୂୟୋଦକମ୍', 'କାଙ୍ଗୁଲା' ଓ 'ଦଣ୍ଡକାଳୀ'

2026-04-09 6 Dailymotion

ଲଭ୍ ଷ୍ଟୋରୀ, ଆକ୍ସନ ଫିଲ୍ମ ଛାଡ଼ି ଏବେ ଆସ୍ଥା ବିଶ୍ୱାସ ଓ ପରମ୍ପରା କାହାଣୀ ମୁହାଁ ଓଲିଉଡ଼ । ନିର୍ମିତ 3ଟି ଓଡ଼ିଆ ଫିଲ୍ମ ପୂୟୋଦକମ୍, କାଙ୍ଗୁଲା ଓ ଦଣ୍ଡକାଳୀ ।ଜାଣନ୍ତୁ ଫିଲ୍ମର କାହାଣୀ..