କଂଗ୍ରେସର 10ଜଣିଆ ତଥ୍ୟ ଅନୁସନ୍ଧାନକାରୀ ଦଳ କଣ୍ଟାମାଳରେ ପହଞ୍ଚି ପ୍ରଭାବିତଙ୍କ ସହ ଆଲୋଚନା କରି ଖଣିଖନନ ଓ ରାସ୍ତା ନିର୍ମାଣକୁ ବିରୋଧ କରିଛନ୍ତି ।