ହନୁମାନ ଜୟନ୍ତୀ ପାଇଁ ବାଇକ୍ ରାଲି ଆୟୋଜନ କରାଯାଇଥିଲା । ଭୁତାପଡା, ମୋତିଝରଣ, ସୁନାପାଲି, ସାକ୍ଷୀପଡ଼ା ଦେଇ ପୁଣି ମ୍ୟୁନିସିପାଲଟି ଛକରେ ଶେଷ ହୋଇଥିଲା । ରିପୋର୍ଟ: ବାଦଶାହା ଜୁସ୍ମନ ରଣା