ଆଖି ବନ୍ଦ କଲେ ଭାସି ଯାଏ ରାଜଧାନୀର ଚେହେରା.. ସେ ଦିନରୁ ଆଜିଯାଏ । ଏ ପରିବର୍ତ୍ତନ ତାଙ୍କୁ ଯେତିକି ରୋମାଞ୍ଚିତ କରେ ତାଠାରୁ ଅଧିକ ଦୁଃଖଦିଏ । ସ୍ବତନ୍ତ୍ର ରିପୋର୍ଟ-ସଞ୍ଜୀବ କୁମାର ରାୟ