ଗତ ୨୩ ମାର୍ଚ୍ଚରୁ ୦୫ ଏପ୍ରିଲ ପର୍ଯ୍ୟନ୍ତ ହାଇଦ୍ରାବାଦଠାରେ ଆୟୋଜିତ ସର୍ବଭାରତୀୟ ପୋଲିସ ଫୁଟବଲ ଚମ୍ପିୟାନସିପ୍ରେ ଓଡ଼ିଶା ପୋଲିସ ମହିଳା ଦଳ ଉପବିଜେତା ଆଖ୍ୟା ଅର୍ଜନ କରିଛନ୍ତି । ରିପୋର୍ଟ- ନାରାୟଣ ସାହୁ