ରତ୍ନ ଅଳଙ୍କାର ବିଶେଷଜ୍ଞଙ୍କ ଦ୍ବାରା ପ୍ରତ୍ୟେକ ରତ୍ନ ଅଳଙ୍କାରକୁ ଅତ୍ୟାଧୁନିକ ଉପାୟରେ ଚିହ୍ନଟ କରାଯାଇ, ସେଗୁଡିକର ଓଜନ କରାଯାଉଛି । ସମସ୍ତ ଅଳଙ୍କାରର ଡିଜିଟାଲ ଫଟୋଗ୍ରାଫି କରାଯାଉଛି । ରିପୋର୍ଟ: ଶକ୍ତି ପ୍ରସାଦ ମିଶ୍ର