ନବମ ଶ୍ରେଣୀ ଆଡମିଶନ ପାଇଁ ସ୍କୁଲ ଆଗରେ ରାତିରୁ ଲାଗୁଛି ଲମ୍ବା ଲାଇନ୍। ଖଇରା ବ୍ଲକ ଅଡା ହାଇସ୍କୁଲରେ ଛାତ୍ରଛାତ୍ରୀ ଏବଂ ଅବିଭାବକଙ୍କ ପ୍ରବଳ ଭିଡ଼ । ରିପୋର୍ଟ- ଜୀବନ ଜ୍ୟୋତି ନାୟକ