Surprise Me!

ମେରୁ ସଂକ୍ରାନ୍ତିରେ ପରଦାକୁ ଆସୁଛି ଓଡ଼ିଆ ଫିଲ୍ମ 'ମୁରବି', ସ୍ପେଶାଲ ସ୍କ୍ରିନିଂରେ ଫିଲ୍ମ ଦେଖି ଭାବବିହ୍ୱଳ ଦର୍ଶକ

2026-04-11 0 Dailymotion

ଏପ୍ରିଲ 14ରେ ପରଦାକୁ ଆସୁଛି ଓଡ଼ିଆ ଫିଲ୍ମ 'ମୁରବି' । ରିଲିଜ ପୂର୍ବରୁ ସ୍ପେଶାଲ ସ୍କ୍ରିନିଂ ହୋଇଥିଲା । ପାରିବାରିକ କାହଣୀ ଦେଖି ଭାବବିହ୍ୱଳ ଦର୍ଶକ ।