ବ୍ରହ୍ମପୁର ପୋଲିସ ପକ୍ଷରୁ ଏକ ଅତ୍ୟାଧୁନିକ 3 ଦିନିଆ ଅସ୍ତ୍ରଶସ୍ତ୍ର ପ୍ରଦର୍ଶନୀର ଆୟୋଜନ କରାଯାଇଥିଲା । ଯୁବ ବର୍ଗ ଏବଂ ବିଦ୍ୟାର୍ଥୀ ମାନେ ଏହାକୁ ଅତି ନିକଟରୁ ଦେଖିଛନ୍ତି । ରିପୋର୍ଟ: ସମୀର ଆଚାର୍ଯ୍ୟ