Surprise Me!

ଖୋଲା ଆକାଶ ତଳେ ଦଶାବତାର ମୂର୍ତ୍ତି; 14 ବର୍ଷ ବିତିଗଲାଣି, ସିଂହଦ୍ୱାରରେ କେବେ ଲାଗିବ ?

2026-04-12 1 Dailymotion

ଖୋଲା ଆକାଶ ତଳେ ଅତି ଦୟନୀୟ ଭାବରେ ପଡ଼ି ରହିଛି ମହାପ୍ରଭୁଙ୍କ ଦଶାବତାର ମୂର୍ତ୍ତି । ଆସନ୍ତା ରଥଯାତ୍ରା ପୂର୍ବରୁ ମୂର୍ତ୍ତି ଲଗାଇବାକୁ ଦାବି । ରିପୋର୍ଟ- ଶକ୍ତି ପ୍ରସାଦ ମିଶ୍ର