Surprise Me!

ହଜିଗଲେ ଆଶା...ଝୁରୁଛିି ସଙ୍ଗୀତ ଦୁନିଆ, ଝୁରୁଛନ୍ତି ଓଡ଼ିଆ

2026-04-12 10 Dailymotion

ଆଜି ତାଙ୍କର ବିୟୋଗରେ ସଙ୍ଗୀତପ୍ରେମୀଙ୍କ ହୃଦୟ ଝୁରୁଛି, ତା ସହ ଗୀତରେ ଗୀତରେ ଏ ଜହ୍ନ ବି ଝୁରୁଛି...ଲୁହର ଜୋଛନା ଝରାଇ ତାଙ୍କୁ ଯେମିତି ଖୋଜୁଛି ।
ରିପୋର୍ଟ-ଦେବସ୍ମିତା ରାଉତ