Surprise Me!

ଭାଇରାଲ ହେଉଛି ଖୋର୍ଦ୍ଧା ବିଧାୟକଙ୍କ ଭିଡିଓ, ସାଇବର ଥାନାରେ ବିଜେପି କର୍ମୀଙ୍କ ଏତଲା

2026-04-14 18 Dailymotion

ଖୋର୍ଦ୍ଧା ବିଧାୟକ ପ୍ରଶାନ୍ତ କୁମାର ଜଗଦ୍ଦେବଙ୍କୁ ନେଇ ସୋସିଆଲ ମିଡ଼ିଆରେ ଅପପ୍ରଚାର । ଖୋର୍ଦ୍ଧା ସାଇବର ଥାନାରେ ଏତଲା ଦିଆଯାଇଛି ।