ଓଡ଼ିଆ ନବବର୍ଷରୁ ଆରମ୍ଭ ହେଲା ନୂତନ ପଞ୍ଜିକା । ବିଶ୍ୱରେ ଯୁଦ୍ଧ ବିଭୀଷିକା, ଓଡ଼ିଶାରେ ସ୍ବଳ୍ପ ବୃଷ୍ଟିପାତ ଏବଂ ପ୍ରାକୃତିକ ବିପର୍ଯ୍ୟୟକୁ ନେଇ ରହିଛି ପ୍ରକ୍ ସୂଚନା । ରିପୋର୍ଟ- ଶକ୍ତି ପ୍ରସାଦ ମିଶ୍ର