ବାଲେଶ୍ୱର କୁରୁଡ଼ା ନିକଟରେ ଥିବା ପିତାମ୍ବର ସିଦ୍ଧ ମହାଶକ୍ତିପୀଠ, ମା’ ବଗଳାମୁଖୀଙ୍କ ପୀଠରେ ସ୍ଥାପିତ ପଞ୍ଚମୁଖୀ ହନୁମାନ ଠାରେ ଜୟନ୍ତୀ ପାଳିତ ହୋଇଛି । ରିପୋର୍ଟ: ଜୀବନ ଜ୍ୟୋତି ନାୟକ