ପବନ ଖେରାଙ୍କ ପ୍ରସଙ୍ଗକୁ ଏଡାଇ ହିମନ୍ତ ବିଶ୍ୱଶର୍ମା କହିଲେ, ମହାପ୍ରଭୁଙ୍କ ସ୍ଥାନରେ ରାଜନୀତି ଆଲୋଚନା କରିବେ ନାହିଁ । ଏ ସମ୍ପର୍କରେ ବିମାନବନ୍ଦରରେ କହିଛନ୍ତି।ରିପୋର୍ଟ-ଶକ୍ତି ପ୍ରସାଦ ମିଶ୍ର