ବାଲେଶ୍ବର ଜିଲ୍ଲା ଟପ୍ପର ହେଲେ ସିଦ୍ଧି ବିନାୟକ ପବ୍ଲିକ ସ୍କୁଲର ଦୁଇ ଛାତ୍ର ଅଭିନନ୍ଦନ ଏବଂ ଶୁଭ୍ରଜ୍ୟୋତି । ଶିକ୍ଷକ ଏବଂ ପରିବାର ଲୋକଙ୍କୁ ଦେଲେ ସଫଳତାର ଶ୍ରେୟ। ରିପୋର୍ଟ- ଜୀବନ ଜ୍ୟୋତି ନାୟକ