କେନ୍ଦ୍ରାପଡ଼ା ଜିଲ୍ଲାର ପ୍ରସିଦ୍ଧ ତଥା ସର୍ବପୁରାତନ ଡେରାବିଶ୍ ରାମଲୀଳା ଦେଖିବା ପାଇଁ ମନ୍ଦିର ବାହାରକୁ ବିଜେ କରନ୍ତି ସ୍ବୟଂ ମା' ଲକ୍ଷ୍ମୀ । ରିପୋର୍ଟ: ରାଧାକାନ୍ତ ମହାନ୍ତି