Surprise Me!

ରନ୍ଧନ ଗ୍ୟାସ ସଙ୍କଟର ସମାଧାନ ଆଣିଲେ ସୁକାନ୍ତ ! ବଢୁଛି ପୋଡା ମୋବିଲ ଚୁଲାର ଚାହିଦା, ମାତ୍ର ଦେଢ ମାସରେ ବିକି ସାରିଲେଣି ଦେଢ ଶହ ଚୁଲା ବା ଷ୍ଟୋଭ

2026-04-16 150 Dailymotion

ବର୍ତ୍ତମାନ ଗ୍ୟାସ ସଙ୍କଟ ସମୟରେ ମୋବିଲ ଚୁଲା ଡିଜାଇନ କରିଛନ୍ତି କେନ୍ଦ୍ରାପଡାର ସୁକାନ୍ତ ଶତପଥୀ । ସ୍ପେଶାଲ ରିପୋର୍ଟ: ରାଧାକାନ୍ତ ମହାନ୍ତି ।